ଏଣିକି ସବୁ ଜରୁରୀ ସହାୟତା ପାଇଁ ଡାଏଲ୍ କରନ୍ତୁ ଗୋଟିଏ ନମ୍ବର ‘୧୧୨’
ଭୁବନେଶ୍ବର: ଏଣିକି ସବୁ ଜରୁରୀ ସହାୟତା ପାଇଁ ୧୧୨ ଡାଏଲ୍ କରିବାକୁ ପଡ଼ିବ । ୧୧୨ ଡାଏଲ କଲେ ମିଳିପାରିବ ଅତ୍ୟାବଶ୍ୟକ ସହାୟତା। ପୋଲିସ୍, ଆମ୍ବୁଲାନ୍ସ, ଦମକଳ ପାଇଁ ଏଣିକି ଭିନ୍ନ ଭିନ୍ନ ନମ୍ବର ଆଉ ଡାଏଲ କରିବାକୁ ପଡିବନାହିଁ। ପୂର୍ବରୁ ଭିନ୍ନ ଭିନ୍ନ ସେବା ପାଇଁ ବିଭିନ୍ନ ନମ୍ବର ଯଥା…