Below header
Browsing Tag

Odisha girl selected for research in germany

ଓଡିଶା ଝିଅ ମୋନା ମିନାକ୍ଷୀ ମଞ୍ଜରୀ ଭୁକ୍ତି ଜର୍ମାନୀର ଜୋହାନ୍‌ସ ଗୁଟେନବର୍ଗ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ମନୋନୀତ

ଦେବଗଡ: ଦେବଗଡ କଚେରି ସାହିର ମୋନା ମିନାକ୍ଷୀ ମଞ୍ଜରି ଭୁକ୍ତା ଜର୍ମାନୀର ଜୋହାନ୍ସ ଗୁଟେନବର୍ଗ ବିଶ୍ୱ ବିଦ୍ୟାଳୟ ମାଇଞ୍ଜରେ ନାନୋମାଗନାଟିଜମ ଏବଂ ସ୍ପିନୋଟ୍ରନିକ୍ସ କ୍ଷେତ୍ରରେ ଯୁବ ଅନୁସନ୍ଧାନ ସହେଯାଗୀ ଭାବେ ମନୋନୀତ ହୋଇଛନ୍ତି । ଯାହା ଫଳରେ ଦେବଗଡ ଜିଲ୍ଲାର ସବୁ ମହଲରେ ଖେଳି ଯାଇଛି…