Browsing Tag

Odisha returned

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ୪ ଓଡ଼ିଆ ଶ୍ରମିକ, ଶ୍ରମ ବିଭାଗ ପକ୍ଷରୁ ସ୍ୱାଗତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଫେରିଲେ ୪ ଶ୍ରମବୀର। ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା ଫେରିଛନ୍ତି। କିଛି ସମୟ ତଳେ ୪ ଜଣ ଭୁବନଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ…