Below header
Browsing Tag

odisha shutdown

ଚାନ୍ଦବାଲି ଏନଏସିକୁ ଆଜିଠୁ ଆସନ୍ତା ୧୭ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ଏନଏସିକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା । ଗୁରୁବାର ଓ ଶୁକ୍ରବାର ୨ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଥିବାରୁ ମୋଟ ୪ଦିନ ବନ୍ଦ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ ।

ଜୁଲାଇ ୨୮ ଯାଏ ଜୟପୁର ସଟ୍‌ଡାଉନ, ସାପ୍ତାହିକ ସଟ୍‌ଡାଉନ ସହ ଆଉ ୨ ଦିନ କଟକଣା ବୃଦ୍ଧି

ଜୟପୁର : ଜୁଲାଇ ୨୮ ଯାଏ ଜୟପୁର ସଟ୍‌ଡାଉନ। ଜୟପୁର ସହରରେ ୪ ଦିନିଆ ସଟ୍‌ଡାଉନ ଲାଗୁ କରାଯାଇଛି। ସାପ୍ତାହିକ ସଟ୍‌ଡାଉନ ସହ ଆଉ ୨ ଦିନ କଟକଣା ବୃଦ୍ଧି କରାଯାଇଛି। ଆଜିଠୁ ୨୮ ତାରିଖ ଯାଏ ସହରରେ କଟକଣା ବଳବତ୍ତର ରହିବ। କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।