Below header

ଜୁଲାଇ ୨୮ ଯାଏ ଜୟପୁର ସଟ୍‌ଡାଉନ, ସାପ୍ତାହିକ ସଟ୍‌ଡାଉନ ସହ ଆଉ ୨ ଦିନ କଟକଣା ବୃଦ୍ଧି

ଜୟପୁର : ଜୁଲାଇ ୨୮ ଯାଏ ଜୟପୁର ସଟ୍‌ଡାଉନ। ଜୟପୁର ସହରରେ ୪ ଦିନିଆ ସଟ୍‌ଡାଉନ ଲାଗୁ କରାଯାଇଛି। ସାପ୍ତାହିକ ସଟ୍‌ଡାଉନ ସହ ଆଉ ୨ ଦିନ କଟକଣା ବୃଦ୍ଧି କରାଯାଇଛି। ଆଜିଠୁ ୨୮ ତାରିଖ ଯାଏ ସହରରେ କଟକଣା ବଳବତ୍ତର ରହିବ। କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.