Browsing Tag

shutdown

କରୋନା ସଂକ୍ରମଣ ପାଇଁ କଟକ ଜିଲ୍ଲା ଅଦାଲତ ଓ ଏସ୍‌ଡିଜେଏମ୍ କମ୍ପ୍ଲେକ୍ସ ୧୪ରୁ ୧୭ ଯାଏ ସଟ୍‌ଡାଉନ

କଟକ (କେନ୍ୟୁଜ୍): କରୋନା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ କଟକ ଜିଲ୍ଲା ଅଦାଲତ ଓ ଏହା ପରିସରରେ ଥିବା ସମସ୍ତ ନିମ୍ନ ଅଦାଲତ ଜାନୁଆରି ୧୪ରୁ ୧୭ ତାରିଖ ଯାଏ ବନ୍ଦ ରହିବ । ରାଜ୍ୟରେ କରୋନା ସଂକ୍ରମଣ ବଢିବା ଓ ଅଦାଲତର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନେଇ ଜିଲ୍ଲା…

ପୁରୀ ସହରରେ ଆସନ୍ତାକାଲି ଲାଗୁ ହେବନାହିଁ ସଟ୍‌ଡାଉନ୍‌, ରଥଯାତ୍ରା ପାଇଁ ଜୁଲାଇ ୧୧ ରାତି ୮ଟାରୁ ୧୩ ରାତି ୮ଟା…

ପୁରୀ (କେନ୍ଯୁଜ୍): ପୁରୀ ସହରରେ କାଲି ସଟ୍‌ଡାଉନ୍‌ ଲାଗୁ ହେବନାହିଁ। ରଥଯାତ୍ରା ପାଇଁ ଜୁଲାଇ ୧୧ ତାରିଖ ରାତି ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫୁ ଲାଗିିବ। ତେଣୁ ପୁରୀବାସୀଙ୍କ ସୁବିଧା ପାଇଁ ୧୦ ତାରିଖ ଅର୍ଥାତ ଶନିବାର ଦିନ ସଟ୍‌ଡାଉନ୍‌ କଟକଣା ଲାଗିବ ନାହିଁ।…

ଆଜିଠାରୁ ଝାରସୁଗୁଡା ସାପ୍ତାହିକ ସଟ୍‌ଡାଉନ୍‌, କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ଝାରସୁଗୁଡା: ଝାରସୁଗୁଡା ସଟ୍ ଡାଉନ୍ । କରୋନା ସଂକ୍ରମଣ ରୋକିବାକୁ ସଟ୍‌ଡାଉନ୍ ନିଷ୍ପତି‌। ଝାରସୁଗୁଡା ସହର ସମେତ ବ୍ରଜରାଜନଗର ଓ ବେଲପାହାଡକୁ ଆଜିଠାରୁ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି। ଗତ ୨ସପ୍ତାହ ହେଲା ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଜିଲ୍ଲା…

ଆସନ୍ତା ଅଗଷ୍ଟ ୩୦ରୁ ସାତ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା ହେଲା ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା କବଳରେ ସାରା ରାଜ୍ଯ କବଳିତ । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା । ଏହି ପରିପେକ୍ଷୀରେ ଝାରସୁଗୁଡ଼ା ସହରକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି‌ । ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସାତ ଦିନ ପାଇଁ ଟାଉନ୍‌ ବନ୍ଦ ରହିବ । ଏହି…

ଚାନ୍ଦବାଲି ଏନଏସିକୁ ଆଜିଠୁ ଆସନ୍ତା ୧୭ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ଏନଏସିକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା । ଗୁରୁବାର ଓ ଶୁକ୍ରବାର ୨ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଥିବାରୁ ମୋଟ ୪ଦିନ ବନ୍ଦ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ ।

ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍: ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲାରହିବ ପରିବା ଓ ରାସନ ଦୋକାନ

ସମ୍ବଲପୁର: ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍‌। ଏହି ପର୍ଯ୍ୟାୟରେ ୨୬ରୁ ୩୧ ଯାଏ ୬ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ ରଖାଯିବ। ଏହି ପର୍ଯ୍ୟାୟରେ ପରିବା ଓ ରାସନ ଦୋକାନ ଖୋଲାରହିବ। ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଷୀର, ପନିପରିବା ଓ ଗ୍ରୋସରୀ…

ଜୁଲାଇ ୨୮ ଯାଏ ଜୟପୁର ସଟ୍‌ଡାଉନ, ସାପ୍ତାହିକ ସଟ୍‌ଡାଉନ ସହ ଆଉ ୨ ଦିନ କଟକଣା ବୃଦ୍ଧି

ଜୟପୁର : ଜୁଲାଇ ୨୮ ଯାଏ ଜୟପୁର ସଟ୍‌ଡାଉନ। ଜୟପୁର ସହରରେ ୪ ଦିନିଆ ସଟ୍‌ଡାଉନ ଲାଗୁ କରାଯାଇଛି। ସାପ୍ତାହିକ ସଟ୍‌ଡାଉନ ସହ ଆଉ ୨ ଦିନ କଟକଣା ବୃଦ୍ଧି କରାଯାଇଛି। ଆଜିଠୁ ୨୮ ତାରିଖ ଯାଏ ସହରରେ କଟକଣା ବଳବତ୍ତର ରହିବ। କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ସହରାଞ୍ଚଳ ସଟ୍‌ଡାଉନ୍‌, ଟ୍ୱିଟ କରି ସୂଚନା ଦେଲେ ଜିଲ୍ଲାପାଳ

ଗଞ୍ଜାମ (କେ.ନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ଚଳିତ ନଅ ତାରିଖ ଠାରୁ ତେର ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଟ୍ବିଟ୍ କରି ଜିଲ୍ଲାପାଳ ଏହି ସୂଚନା ଦେବା ସହ ବ୍ରହ୍ମପୁର ମହାନଗର, ସମସ୍ତ ଏନ୍ ଏ ସି ଅଞ୍ଚଳ ଏବଂ ବ୍ଲକ ହେଡ୍ କ୍ବାଟର ଅଞ୍ଚଳରେ ଲୋକଙ୍କ…

ନବରଙ୍ଗପୁରରେ ଚଳିତ ମାସର ପ୍ରତ୍ଯେକ ଶନିବାର, ରବିବାର ଲାଗୁ ହେଲା ସଟଡାଉନ୍

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲାରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା। ଜିଲ୍ଲାରେ ବର୍ତ୍ତମାନ ୪୨ ଗଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ଯରୁ ୪ଜଣ ସୁସ୍ଥ ହୋଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାକୁ ସଂକ୍ରମଣର ମୁକାବିଲା ପାଇଁ ଆସନ୍ତା ଜୁଲାଇ ୩୧…

କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ୍ ଘୋଷଣା

କନ୍ଧମାଳ: କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଂଚ ରାଧାକାନ୍ତ ପ୍ରଧାନ ଦାରିଙ୍ଗିବାଡିକୁ ସଟଡାଉନ କରିଛନ୍ତି । ଡୁଡୁକିବାଡି ଅଂଚଳରୁ ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ପରେ ସରପଂଚ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି…

କେନ୍ଦୁଝର: ଘଟଗାଁ ମୁକୁନ୍ଦପୁରପାଟଣା ପଞ୍ଚୟାତରେ ୩୬ଘଣ୍ଟା ସଟ୍‌ଡାଉନ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ମୁକୁନ୍ଦପୁରପାଟଣା ପଞ୍ଚୟାତରେ ୩୬ଘଣ୍ଟା ସଟ୍‌ଡାଉନ୍‌ । ସୋମବାର ସନ୍ଧ୍ୟା ୭ଟାରୁ ବୁଧବାର ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେହିପରି ଆଜିଠୁ…

ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ୧୬ଘଣ୍ଟିଆ ସଟ୍‌ଡାଉନ୍, ଦିନ ୨ରୁ ସକାଳ ୬ ଯାଏ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଛାଡି ସବୁ…

ଖୋର୍ଦ୍ଧା: ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ୧୬ଘଣ୍ଟିଆ ସଟ୍‌ଡାଉନ୍‌। ଦିନ ୨ରୁ ସକାଳ ୬ ଯାଏ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଛାଡି ସବୁ ବନ୍ଦ ରଖାଯିବ। ଏହା ଛଡା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜୁନ୍‌…