Below header
Browsing Tag

shutdown

ସଟ୍‌ଡାଉନ୍‌ରେ ନିୟମ ନମାନି କଲେ ଟିକ୍‌ଟକ୍‌, ପୋଲିସ ଧରିବାରୁ ମାଗିଲେ କ୍ଷମା

ଗଞ୍ଜାମ (କେନ୍ୟୁଜ ବ୍ୟୁରୋ) : ସଟ୍‌ଡାଉନ୍‌ ବେଳେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି । ହେଲେ ଶନିବାର ଗଞ୍ଜାମ ବଡ଼ବଜାର ଥାନା ଅଞ୍ଚଳର ୪ ଜଣ ଯୁବକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ସରକାରଙ୍କ ସଟ୍‌ଡାଉନ୍‌ ନିୟମ ପାଳନ କରୁନଥିବା କହିଥିଲେ । ପ୍ରତିଦିନ ଯେପରି ବୁଲନ୍ତି, ସଟ୍‌ଡାଉନ୍‌ ବେଳେ…

ସଟ ଡାଉନରେ ଘରେ ରାଜ୍ୟ ବାସୀ ପାଳୁଛନ୍ତି ପହିଲି ରଜ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ ଜିଲ୍ଲା ସଟ୍‌ଡାଉନ୍‌ । ରାସ୍ତାଘାଟ ସବୁ ଶୂନଶାନ । ଜିଲ୍ଲା ଗୁଡିକର ସମସ୍ତ ରାସ୍ତାଘାଟ ସବୁଠି ଏକ ପ୍ରକାର ପୋଲିସ ଛାଉଣୀ ହୋଇ ରହିଛନ୍ତି । ସହରର ମୁଖ୍ୟ ଛକ ଗୁଡିକରେ ବ୍ୟାରିକେଡ୍‌ ଲଗାଯାଇଛି । ସେପଟେ ପୂରା ଭୁବନେଶ୍ୱରକୁ ସିଲ୍‌ କରାଯାଇଛି । ଓଡ଼ିଶାର ଗଣ…

ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ୨ ଦିନିଆ ସଟ୍‌ଡାଉନ୍, ସମସ୍ତ ପ୍ରବେଶ ପଥରେ ଚାଲିଛି କଡାକଡି ଚେକିଂ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ ଜାରି ରହିବ ଜରୁରୀକାଳୀନ ସେବା । ଏନେଇ ସବୁ ଜିଲ୍ଲାର ପ୍ରବେଶ ପଥ ଓ ସହର ଭିତରେ କଡାକଡି କରାଯାଇଛି ଚେକିଂ ଜାରି ରହିଛି । ଚାରିଆଡେ ବ୍ୟାରିକେଡ୍‌ କରାଯିବା ସହିତ ଖାସ୍ କରି ରାଜଧାନୀ ଭୁବନେଶ୍ୱରକୁ ସିଲ୍‌…

ଦୁଇ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନ, ଚାରିଆଡେ କଟକଣା ବଳବତ୍ତର

ଦୁଇ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନ। ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ରାଜ୍ୟର ୧୧ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତକାଲି ପ୍ରଥମ ଦିନରେ ପୁରୀକୁ କଟକଣା ମୁକ୍ତ କରାଯାଇଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ସଟଡାଉନ ପ୍ରଭାବ ଦେଖିବାକୁ ମିଳିଥିଲା। ଲୋକେ ସ୍ୱତଃପ୍ରବ୍ରୁତତ୍ତ…

ପୁଣି ସଟ୍‌ଡାଉନ୍‌ରେ ନିରବି ଗଲା ୧୧ଟି ଜିଲ୍ଲା, ପୋଲିସ୍ ଜଗିଛି ସବୁ ଛକରେ ଆଉ ଲୋକେ ଘର ଭିତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି ନିରବି ଯାଇଛି ରାଜ୍ୟର ୧୧ଟି ଜିଲ୍ଲା । ଫେରିଛି ସଟ୍‌ଡାଉନ୍ । ଏଇ ଅନ୍‌ଲକ୍ ୧.୦ରେ ସଟ୍‌ଡାଉନ୍ ରହିବ ପ୍ରତି ଶନିବାର ଓ ରବିବାର । ଆଜି ସଂପୃକ୍ତ ୧୧ଟି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ୍ ସବୁଠି ଯାଞ୍ଚ କରୁଛି । ଅତି ଆବଶ୍ୟକ…

ପ୍ରତି ଶନିବାର ଓ ରବିବାରରେ ସଟ୍‌ଡାଉନରେ ବି ଚାଲିବ ବସ୍‌

ଭୁବନେଶ୍ବର : ଜୁନ୍ ମାସରେ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାରରେ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ବସ୍‌ ଚଳାଚଳ କରିବ। ‌ଯାତ୍ରୀମାନେ ବସ୍‌ଷ୍ଟାଣ୍ଡ୍‌ରୁ ସେମାନଙ୍କର ଗନ୍ତବ୍ୟସ୍ଥଳ କିମ୍ବା ସେଠାରୁ ବସ୍‌ଷ୍ଟାଣ୍ଡ୍‌କୁ ଆସିବା‌ ପାଇଁ ବ୍ୟବହାର କରୁଥିବା ଯାନବାହନକୁ…

ଯାଜପୁର: ୪୮ ଘଣ୍ଟା ପାଇଁ ଚଣ୍ଡିଖୋଲ ବଜାର ସଟଡାଉନ ଘୋଷଣା କଲେ ସୁଙ୍ଗୁଡା ପଞ୍ଚାୟତ ସରପଞ୍ଚ 

ଯାଜପୁର(କେନ୍ୟୁଜ): ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ  । ଆଜି ସଂଧ୍ୟା ୫ଟା ଠାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ । ସୁଙ୍ଗୁଡା ପଞ୍ଚାୟତ ଅଧିନରେ ଜିଲ୍ଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ବଜାର…

ବାଲେଶ୍ୱରରେ ୬୦ ଘଣ୍ଟିଆ ସଟଡାଉନର ଆଜି ୨ୟ ଦିନ: ନେଳିଆ ବାଗ୍‌ରେ RMRCର ଦୁଇ ବରିଷ୍ଠ ଅଧିକାରୀଙ୍କ ଅନୁଧ୍ୟାନ,…

ବାଲେଶ୍ୱର: ବାଲେଶ୍ୱରରେ ୬୦ ଘଣ୍ଟିଆ ସଟଡାଉନର ଆଜି ଦ୍ୱିତୀୟ ଦିନ । ସହରର ବିଭିନ୍ନ ଛକରେ ୬ ପ୍ଲାଟନୁ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲାର ନେଳିଆ ବାଗ୍‌କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବାର ୭ଦିନ ପୂରୁଛି । ଏହାକୁ ଆଉ ବୃଦ୍ଧି କରାଯିିବ କି ନାହିଁ, ସେନେଇ ଜିଲ୍ଲା ପ୍ରଶାସନ ଆଜି…

କରୋନାକୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ତିନିଟି ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସରକାର ଏହି କଠୋର ନିଷ୍ପତ୍ତି ନେଇଛନ୍ତି । କାରଣ ଗତ କିଛି ଦିନ ଭିତରେ ଏହି ସବୁ ଜିଲ୍ଲା ପଶ୍ଚିମବଙ୍ଗ ଲିଙ୍କରୁ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ବଢ଼ି…