କେନ୍ଦୁଝର: ଘଟଗାଁ ମୁକୁନ୍ଦପୁରପାଟଣା ପଞ୍ଚୟାତରେ ୩୬ଘଣ୍ଟା ସଟ୍‌ଡାଉନ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ମୁକୁନ୍ଦପୁରପାଟଣା ପଞ୍ଚୟାତରେ ୩୬ଘଣ୍ଟା ସଟ୍‌ଡାଉନ୍‌ । ସୋମବାର ସନ୍ଧ୍ୟା ୭ଟାରୁ ବୁଧବାର ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ସେହିପରି ଆଜିଠୁ ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ୧୬ଘଣ୍ଟିଆ ସଟ୍‌ଡାଉନ୍ କରାଯାଇଛି । ଦିନ ୨ରୁ ସକାଳ ୬ ଯାଏ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଛାଡି ସବୁ ବନ୍ଦ ରଖାଯିବ। ଏହା ଛଡା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.