Browsing Tag

shutdown odisha

ଶନିବାର ଓ ରବିବାର ସକାଳ ୫ଟାରୁ ୬ଟା ଘଣ୍ଟାଏ କୋହଳ, ସୂଚନା ଦେଲେ ଏସ୍‌ଆର୍‌ସି

ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ମିଳିବ ଘଣ୍ଟାଏ କୋହଳ। ସକାଳ ୫ଟାରୁ ୬ଟା ଏକ ଘଣ୍ଟା ସମୟ ସମସ୍ତଙ୍କ ପାଇଁ କୋହଳ କରାଯିବ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ମର୍ଣ୍ଣିଂଓ୍ଵାକ୍‌ ଓ ସାଇକେଲିଂ ପାଇଁ ଏହି ଏକ ଘଣ୍ଟା କୋହଳ ଛଡ଼ାଯିବ। ଉଭୟ ଶନିବାର ଓ ରବିବାର ସକାଳ ୫ଟାରୁ ୬…

ଆଜିଠାରୁ ଝାରସୁଗୁଡା ସାପ୍ତାହିକ ସଟ୍‌ଡାଉନ୍‌, କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ଝାରସୁଗୁଡା: ଝାରସୁଗୁଡା ସଟ୍ ଡାଉନ୍ । କରୋନା ସଂକ୍ରମଣ ରୋକିବାକୁ ସଟ୍‌ଡାଉନ୍ ନିଷ୍ପତି‌। ଝାରସୁଗୁଡା ସହର ସମେତ ବ୍ରଜରାଜନଗର ଓ ବେଲପାହାଡକୁ ଆଜିଠାରୁ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି। ଗତ ୨ସପ୍ତାହ ହେଲା ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଜିଲ୍ଲା…

ଆଜିଠୁ କୋରାପୁଟ୍‌ ସଟ୍‌ଡାଉନ୍‌, ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କୋରାପୁଟ୍‌: ଆଜିଠୁ କୋରାପୁଟ୍‌ ସଟ୍‌ଡାଉନ୍‌ । ଅଗଷ୍ଟ ୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କେରାପୁଟ ଜିଲ୍ଲା ସଟଡାଉନ ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନିଆଯାଇଛି । କୋରାପୁଟ, ଜୟପୁର, ଲମତାପୁଟ ଓ…

କେନ୍ଦୁଝର: ଘଟଗାଁ ମୁକୁନ୍ଦପୁରପାଟଣା ପଞ୍ଚୟାତରେ ୩୬ଘଣ୍ଟା ସଟ୍‌ଡାଉନ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ମୁକୁନ୍ଦପୁରପାଟଣା ପଞ୍ଚୟାତରେ ୩୬ଘଣ୍ଟା ସଟ୍‌ଡାଉନ୍‌ । ସୋମବାର ସନ୍ଧ୍ୟା ୭ଟାରୁ ବୁଧବାର ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେହିପରି ଆଜିଠୁ…

ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ୨ ଦିନିଆ ସଟ୍‌ଡାଉନ୍, ସମସ୍ତ ପ୍ରବେଶ ପଥରେ ଚାଲିଛି କଡାକଡି ଚେକିଂ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ ଜାରି ରହିବ ଜରୁରୀକାଳୀନ ସେବା । ଏନେଇ ସବୁ ଜିଲ୍ଲାର ପ୍ରବେଶ ପଥ ଓ ସହର ଭିତରେ କଡାକଡି କରାଯାଇଛି ଚେକିଂ ଜାରି ରହିଛି । ଚାରିଆଡେ ବ୍ୟାରିକେଡ୍‌ କରାଯିବା ସହିତ ଖାସ୍ କରି ରାଜଧାନୀ ଭୁବନେଶ୍ୱରକୁ ସିଲ୍‌…