ପୂର୍ବରୁ ଆହତ ଥିଲେ ଏବେ ମରିଗଲେ, ଯାଜପୁର ରୋଡ୍ ସବଜେଲ୍ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଯାଜପୁର ରୋଡ଼ (କେ ନ୍ୟୁଜ୍) : ଯାଜପୁର ରୋଡ୍ ସବଜେଲର ବିଚାରାଧୀନ କଏଦୀର ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ଘଟିଛି। ମୃତ କଏଦୀ ବଡଚଣା ଥାନା ପାଇକରାପୁର ଗାଁର ଗନ୍ଧର୍ବ ସ୍ବାଇଁ । ଗତ ଡିସେମ୍ବର ୪ ତାରିଖ ଦିନ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ବେଳେ ସେ ଆହତ ହୋଇଥିଲା । ସୁକିନ୍ଦା ଥାନା…