ଟ୍ରକ୍ ଧକ୍କାରେ ୪ ବର୍ଷ ଶିଶୁର ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ୍ କଲେ ପରିବାର ଲୋକେ
ଉମରକୋଟ (କେନ୍ୟୁଜ): ମାଡ଼ିଗଲା ଟ୍ରକ୍, ଶିଶୁ ମୃତ । ଉମରକୋଟ ରାଇଘର ବ୍ଲକ ଦେଓଭରଣ୍ଡିରେ ଦୁର୍ଘଟଣା । ସାଢ଼େ ଚାରିବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଛତିଶଗଡ଼ ଅଞ୍ଚଳ ବୋଲି ଜଣାପଡିଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ…