ଆମେ କରିବୁ ଆମ ସ୍କୁଲର ବିକାଶ: ଏକାଠି ହୋଇ ଏମିତି ନିଆରା ପଦକ୍ଷପ ଗ୍ରହଣ କଲେ ପୁରାତନ ଛାତ୍ରଛାତ୍ରୀ
ଭଞ୍ଜନଗର(କେନ୍ଯୁଜ୍): ୧୯୭୫ ରୁ ୨୦୨୦ । ଏକାଠି ହୋଇଥିଲେ ୪୫ ଟି ବ୍ଯାଚ୍ ର ଛାତ୍ର-ଛାତ୍ରୀ । ଅବସର ଥିଲା, ଦୀର୍ଘବର୍ଷ ପରେ ପରସ୍ପରକୁ ଭେଟିବା । ଅତୀତର ପାଠପଢା ସମୟକୁ ମନେ ପକାଇବା । ତା’ସହିତ ପରିଣତ ବୟସରେ, ନିଜସ୍ବ ରୋଜଗାରର କିଛି ଅର୍ଥ ପିଲାବେଳର ସେହି ସ୍କୁଲ ପାଇଁ ଦାନ କରିବା ।…