Browsing Tag

omfed price hike

ଚା’ ଉପରେ ହୋଇପାରେ ମହଙ୍ଗା ମାଡ଼, ବଢିଲା ଓମଫେଡ୍ କ୍ଷୀର ଦର

ଭୁବନେଶ୍ବର(କେନ୍ୟୁଜ୍):  ମହଙ୍ଗା ମାଡ଼ରେ ମଧ୍ୟବିତ୍ତର ମେରୁହାଡ଼ ବଙ୍କା । ସବୁ ଅତ୍ୟାବଶ୍ୟକ ସାମଗ୍ରୀର  ଦର ବଢିବା ପରେ ଏବେ ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ। ଏପ୍ରିଲ୍‌ ୨୧ ତାରିଖରୁ ନୂଆ ଦର ଲାଗୁ ହେବ। ଶେଷ ଥର ପାଇଁ ୨୦୨୦ରେ ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା…