Browsing Tag

one death

ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

ଟାଙ୍ଗୀ (କେନ୍ୟୁଜ): ଗତ କାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ । ମୃତକଙ୍କ ନାମ ବିଶ୍ୱ ମୋହନ ପଲେଇ। ବୟସ ୩୧ ବର୍ଷ ହେବ ବୋଲି ଜଣାପଡିଛି । ଘର ଟାଙ୍ଗୀ ଥାନା ବ୍ରାହ୍ମଣ୍ଡି ଗ୍ରାମରେ । ଯୁବକ ଜଣକ ବାଇକ୍ ରେ ନିଜ ଗାଁ ବ୍ରାହ୍ମଣ୍ଡିରୁ କୁହୁଡ଼ି ଅଭିମୁଖେ ଯାଉଥିବା ବେଳେ ୧୬…

ଗତକାଲି ବିଳମ୍ବିତ ରାତିରେ ରସୁଲଗଡ଼ ଛକରେ ଦୁର୍ଘଟଣା, ହାଇୱା ଧକ୍କାରେ ଜଣେ ମୃତ

ଭୁବନେଶ୍ୱର (କେନ୍ୟୁଜ); ଭୁବନେଶ୍ୱର ରସୁଲଗଡ଼ ଛକରେ ଗତକାଲି ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ରାସ୍ତା ଜାମ୍‌ ରହିଥିବା ବେଳେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଜଣଙ୍କ ମୁଣ୍ଡ ନେଇଛି ହାଇୱା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ହାଇୱା…