ଅନଲାଇନ ପାର୍ସଲରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସ
ଜଣେ ମହିଳା ଘର ତିଆରି ପାଇଁ ଅର୍ଡର କରିଥିଲେ ଇଲେକ୍ଟ୍ରାନିକ୍ସ ଆଇଟମ । ହେଲେ ପାର୍ସଲରୁ ବାହାରିଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ । ଏଭଳି ଛାତି ଥରାଇବା ପରି ଖବର ଆସିଛି ଆନ୍ଧ୍ରପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାରୁ । ନାଗା ତୁଲସୀ ନାମକ ଜଣେ ମହିଳା ଘର ତିଆରି ପାଇଁ କ୍ଷତ୍ରୀୟ ସେବା…