ରାଜ୍ୟରେ ଆଜିଠାରୁ ଅଧିକା˚ଶ ଜିଲ୍ଲାରେ ମଦର ହୋମ୍‌ ଡେଲିଭେରୀ ଆରମ୍ଭ, ସକାଳ ୭ରୁ ସଂଧ୍ୟା ୬ଯାଏ ହେବ ବିକ୍ରୀ

କଟକ: ଆଜିଠାରୁ ରାଜ୍ୟର ଅଧିକା˚ଶ ଜିଲ୍ଲାରେ ମଦର ଅନଲାଇନ୍‌ କାରବାର ଆରମ୍ଭ ହୋଇଯାଇଛି। କଟକ ଓ ଭୁବନେଶ୍ବରରେ ଏମଜିକ୍ୟୁ ଛାଡ଼ କରିବାକୁ ସ˚ଘର ଦାବିକୁ ସମାଧାନ କରାଯାଇଛି। ଏହାପରେ ଆଜିଠାରୁ ମଦର ହୋମ୍‌ ଡେଲିଭେରୀ ଆରମ୍ଭ ହୋଇଛି। ସେହିପରି କଟକରେ ମଧ୍ଯ ମଦର ହୋମ୍‌ ଡେଲିଭେରୀ ଆରମ୍ଭ ହୋଇଛି । ଏ ପ୍ରସଙ୍ଗରେ ଗତକାଲି ଜିଲ୍ଲାପାଳ ବୈଠକ କରିଥିଲେ।

କୌଣସି ଅନ୍‌ଲାଇନ୍‌ ସଂସ୍ଥା ଦ୍ୱାରା ଡେଲିଭରି କରାଯିବନି। ମଦ ଦୋକାନୀ ଦ୍ୱାରା ନିଯୁକ୍ତ କର୍ମଚାରୀ ନିଜେ କରିବେ ହୋମ୍‌ ଡେଲିଭରି କରିବେ। ଦୋକାନର ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା କରାଯିବ। ଆଜି ସକାଳ ୭ରୁ ସଂଧ୍ୟା ୬ଯାଏ ଅନ୍‌ ଲାଇନ୍‌ରେ ମଦ ବିକ୍ରୀ ହେବ। ସୂଚନା ଥାଉକି, ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଦ ହୋମ୍‌ ଡେଲିଭରି ଆଜିଠୁ ଆରମ୍ଭ ହେବ । ପ୍ରାୟ ୨ହଜାର ଅଫ୍‌ ଓ ଅନ୍‌ ସପ୍‌ ଖୋଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.