Below header
Browsing Tag

oppo reno pro

ଲଞ୍ଚ ହେଲା OPPOର ୩ଟି ନୂଆ ସ୍ମାର୍ଟଫୋନ, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ସ୍ମାର୍ଟଫୋନ କମ୍ପାନୀ OPPO Reno 6 ସିରିଜର ୩ ଟି ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ସିରିଜରେ Reno 6, Reno 6 Pro, Reno 6 Pro+ ଫୋନ ସାମିଲ ଅଛି । ଏହି ୩ଟି ଫୋନରେ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ୩୨ ମେଗାପିକ୍ସଲର ସେଲଫି କ୍ୟାମେରା ରହିଛି । ଏହି ୩ଟି ସ୍ମାର୍ଟଫୋନ ମଧ୍ୟରୁ Oppo Reno 6…