Browsing Tag

OPSC Assistant Horticulture Officer

ଓଡିଶା ଲୋକ ସେବା ଆୟୋଗରେ ଖାଲିପଡିଛି ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ପଦବୀ, ଜଲଦି କରନ୍ତୁ ଆବେଦନ

ଓଡିଶା ଲୋକ ସେବା ଆୟୋଗ (OPSC) ରେ ଖାଲିପଡିଛି ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ପଦବୀ। ଏଥିରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ପତ୍ର ଗ୍ରହଣ କରାଯାଇଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଓପିଏସସିର ଅଧିକାରକ ୱେବସାଇଟ opsc.gov.inକୁ ଯାଇ ୧୦ ସେପ୍ଟେମ୍ବରରୁ ଆବେଦନ ଗ୍ରହଣ କରିପାରିବେ।…