Browsing Tag

OSSSC Nursing Officer Recruitment 2020

ଓଡିଶାରେ ଖାଲିପଡିଛି ୬୪୩୨ ନର୍ସିଂ ପଦବୀ, ଦରମା ୯୨,୩୦୦ ଟଙ୍କା, ଜଲଦି କରନ୍ତୁ ଆବେଦନ

ଓଡିଶାରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଓଡିଶା ସବ୍ ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଅଧିନରେ ୬୪୩୨ ନର୍ସିଂ ପଦବୀରେ ଆବେଦନପତ୍ର ଗ୍ରହଣ କରୁଛି। ଏହି ପଦବୀରେ ଆବେଦନ କରିବାର ତାରିଖ ଆଗକୁ ବଢାଇ ଦିଆଯାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବଦେନ କରିବାକୁ ଚାହୁଁଥିଲେ…