Below header
Browsing Tag

OTET test

ଓଟିଇଟି ମୂଲ୍ୟାଙ୍କନକୁ ନେଇ ଗର୍ଜିଲେ ଶିକ୍ଷକ, ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ସମ୍ମୁଖରେ ଧାରଣା

କଟକ (କେନ୍ୟୁଜ): ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଛି। ରି ଚେକିଂ ଦାବିରେ ବୋର୍ଡ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ । ଗତ ଅଗଷ୍ଟ ୨୯ରେ ବୋର୍ଡ ପକ୍ଷରୁ ସ୍ପେଶାଲ ଓଟିଇଟି ପରୀକ୍ଷା କରାଯାଇଥିଲା । ଏହାର ପରୀକ୍ଷା ଫଳ…