Browsing Tag

otto electric bike

OttoBikeକୁ ଥରେ ଚାର୍ଜ କଲେ ଯିବ ୨୩୦ କିଲୋମିଟର

Ottobike ୟୁରୋପରେ ନିଜ CR-21 କେଫ ରେସର କନସେପ୍ଟ ମୋଟରସାଇକେଲ ଲଞ୍ଚ କରିଛି। ସବୁଠୁ ଜବରଦସ୍ତ ରହିଛି ଏହାର ଡିଜାଇନ। ଯାହାକୁ ଦେଖିବା ପାଇଁ ରେସ୍‌ ଲାଗିଛି। ଏହି ଇଲେକଟ୍ରିକ ଗାଡ଼ିକୁ ଥରେ ଚାର୍ଜ କଲେ ୨୩୦ କିମି ପର୍ଯ୍ୟନ୍ତ ଯିବ। ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୩୦ କିମି। ତାଇଓ୍ଵାନର…