Below header
Browsing Tag

paddy crops

ବନ୍ୟା ପାଣିରେ ଭାସୁଛି ଧାନ ଗଛ, ଶହ ଶହ ହେକ୍ଟର ଜାଷ ଜମିରେ ମାଡ଼ି ଗଲା ବନ୍ୟା ଜଳ

ମହାନଦୀର ବନ୍ୟା ପାଣିରେ ବୁଡ଼ି ଗଲାଣି ଶହ ଶହ ହେକ୍ଟର ଧାନ ଚାଷ ଓ ପରିବା ଫସଲ । ଚିନ୍ତା ଘାରୁଛି ଚାଷୀକୁ । କଣ କରିବ ଏ ଦୁର୍ଦ୍ଦିନରେ । କେତେ କଷ୍ଟ କରି ଏ ଚାଷ କରିଥିଲା । କିନ୍ତୁ ସବୁ ଫସଲରେ ପାଣି ମାଡ଼ି ଯାଇଛି । ଫସଲ ଭଲ ହେଇଥିଲେ ଦୁଇ ପଇସା ରୋଜଗାର କରିଥାନ୍ତା । କିନ୍ତୁ ସବୁକିଛି ଫସର…

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ, ଜଳି ପୋଡ଼ି ଗଲା ସାରାବର୍ଷର ଆହାର

ଆଠଗଡ଼ (କେନ୍ୟୁଜ୍) : ନିଆଁଲାଗି ପୋଡିଗଲା ଏକର ଏକର ଧାନ ଫସଲ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଜଳି ପୋଡ଼ି ଗଲା ସାରାବର୍ଷର ଆହାର । ଆଠଗଡ଼ ରଘୁନାଥପୁର ନୟା ଗହୀରରେ କେହି ଦୁର୍ବୃତ୍ତ ଗହୀରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଆଠଗଡ଼ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ…

ବୌଦ୍ଧ: ପାଉଁଶ ହୋଇଗଲା ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଧାନ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ

ବୌଦ୍ଧ: ପାଉଁଶ ହୋଇଗଲା ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଧାନ। ଫଳରେ ଚାଷୀର ବର୍ଷକ ଯାକର ପରିଶ୍ରମ ମାଟିରେ ମିଶିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସିନ୍ଦୁରପୁର ଗାଁର ମନୋଜ ଭୋଇ ୭ଏକର ଜମିରେ ଚାଷ କରିଥିଲେ। ଅମଳ ହେବା ପରେ ଧାନ କାଟି ଖଳାରେ ରଖିଥିଲେ। ହେଲେ ଖଳାରେ ଥିବା ୬ଟି ଯାକ ଧାନ ଗଦାରେ…