Below header
Browsing Tag

paddy issue

ବର୍ଷାର ଲୁଚକାଳି ଚାଷୀଙ୍କ ପାଇଁ ଆଣିଛି ବିପଦ, ପମ୍ପ ସେଟ ଲଗାଇ ଜମିକୁ ପାଣି ମଡ଼ାଉଛନ୍ତି ଚାଷୀ

ବର୍ଷାର ଲୁଚକାଳୀ ଚାଷୀଙ୍କ ପାଇଁ ବିପଦ ଆଣିଛି । ମୌସୁମୀ ବର୍ଷାର ଦୂରର କଥା, ଗଞ୍ଜାମ ଜିଲ୍ଲାରେ ଲଘୁଚାପ ବର୍ଷା ବି ଠିକ୍‌ ଭାବେ ହୋଇନି । ଫଳରେ ପମ୍ପ ସେଟ ବ୍ୟବହାର କରି ଜମିକୁ ପାଣି ମଡାଉଛନ୍ତି ଚାଷୀ । ଜିଲ୍ଲାରେ ଥିବା ୨୨ଗୋଟି ବ୍ଲକରେ ଚଳିତ ବର୍ଷ ମାତ୍ର ୨୫ଭାଗ ବର୍ଷା ହୋଇଛି । ତେଣୁ…

କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌, ସଟର ଲାଗି ନଥିବାରୁ ଚାଷୀଙ୍କ ଜମିକୁ ଲୁଣି ପାଣି ମାଡି ଚାଷ ହେଉଛି ନଷ୍ଟ

ଚାନ୍ଦବାଲି: ଦୀର୍ଘଦିନ ହେଲା ସ୍ଲୁଇସ୍‌ ଗେଟ ନିର୍ମାଣ କାମ ସରିଛି ହେଲେ ଗେଟରେ ସଟର ଲାଗିନି ।  ଯାହା ଫଳରେ ହଇରାଣ ହେଉଛନ୍ତି ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପହଣା ଗାଁ ଯୋର ଉପରେ ନିର୍ମାଣ କରାଯାଇଛି ଏହି  ସ୍ଲୁଇସ୍‌ ଗେଟ୍‌  । ସ୍ଲୁଇସ୍‌ ଗେଟରେ ସଟର ଲାଗି ନଥିବାରୁ ଚାଷୀଙ୍କ…