Browsing Tag

Pakistan food scarcity

ମାଗଣା ଅଟା ପାଇବା ପାଇଁ କରାଚିରେ ଦଳାଚକଟା, ୧୧ ମୃତ

କରାଚି : ମାଗଣା ଅଟା ପାଇବା ପାଇଁ ପାକିସ୍ତାନର କରାଚିରେ ଦଳାଚକଟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଖାଦ୍ୟ ପାଇଁ ପ୍ରଥମ ଥର ପାଇଁ ଏପରି ଅଘଟଣ ଘଟିଛି ପାକିସ୍ତାନରେ । ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଖାଦ୍ୟ ପାଇଁ ହିଂସା ଆରମ୍ଭ ହୋଇଯାଇଛି । ରମଜାନ…