DRDO ତଥ୍ୟ ଲିକ୍ ଘଟଣାରେ ପାକିସ୍ତାନ ଲିଙ୍କ୍! ରହସ୍ୟମୟୀଙ୍କର ରହିଛି ୪ଟି ଆକାଉଣ୍ଟ
ବାଲେଶ୍ୱର (କେନ୍ୟୁଜ): ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲାରେ ଆସିଲା ପାକିସ୍ତାନ ଲିଙ୍କ୍। ରହସ୍ୟମୟୀ ମହିଳାଙ୍କ ୪ଟି ଫେସ୍ବୁକ୍ ଆକାଉଣ୍ଟ ଥିବା ଜଣାପଡ଼ିଛି। ଇସ୍ଲାମାବାଦର ୩ଟି ଆକାଉଣ୍ଟ ଓ ରାଓ୍ଵଲପିଣ୍ଡିର ଗୋଟିଏ ଆକାଉଣ୍ଟ ରହିଛି। ମହିଳା ଜଣକ ପାକିସ୍ତାନରୁ ଅପରେଟ୍ କରୁଥିଲେ ।…