Browsing Tag

pakistan student

ପରୀକ୍ଷା ଖାତାରେ ପାକିସ୍ତାନୀ ଛାତ୍ରଙ୍କ ଅଦ୍ଭୁତ କାରନାମା, ପାଠ ବଦଳରେ ଲେଖିଲେ ଗୀତ, ଭିଡିଓ ଭାଇରାଲ

 ଇସଲାମବାଦ : ପରୀକ୍ଷା ସମୟରେ ବହୁ ମଜେଦାର କଥା ଦୃଷ୍ଟିକୁ ଆସିଥାଏ । ପରୀକ୍ଷା ଖାତାରେ ଉତ୍ତର ବଦଳରେ କିଛି ଛାତ୍ର ବିଭିନ୍ନ କଥା ଲେଖିଥାନ୍ତି । କିଏ ପାସ କରିଦେବାକୁ ଗୁହାରୀ କରିଥାନ୍ତି ତ କିଏ ଶିକ୍ଷକଙ୍କ ରାଣ ନିୟମ ପକାଇ ଅଧିକ ମାର୍କ ଦେବାକୁ ମାଗିଥାନ୍ତି । ଏମିତି ଏକ ଉତ୍ତର ଖାତା…