Browsing Tag

palanga kophta curry

ରାତି ଖାଇବାକୁ ସ୍ପେଶାଲ କରିବା ପାଇଁ ପ୍ରସ୍ତୁତ କରନ୍ତୁ ‘ପାଳଙ୍ଗ କୋଫତା କରୀ’

ଛୋଟ ପିଲା ମାନେ ସାଧାରଣତଃ ସବୁଜ ପନିପରିବା ଖାଇବାକୁ ସେତେଟା ପସନ୍ଦ କରନ୍ତି ନାହିଁ । ଯଦି ସେହି ପରିବାକୁ କିଛିଟା ଭିନ୍ନ ଅନ୍ଦାଜରେ ପ୍ରସ୍ତୁତ କରାଯାଏ ପିଲା ମାନେ ଖୁସିରେ ଖାଇଦିଅନ୍ତି । ଶୀତ ଦିନେ ମିଳୁଥିବା ପାଳଙ୍ଗକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଚାଲନ୍ତୁ ପ୍ରସ୍ତୁତ କରିବା…