Browsing Tag

palasuni chowk

ଅସାବଧାନତା ହିଁ ଆଣିଦେଲା ମୃତ୍ୟୁ,  ନିଜ ଟ୍ରକ ତଳେ ଚାପି ହୋଇ ଚାଲିଗଲା ମାଲିକଙ୍କ ଜୀବନ

ଭୁବନେଶ୍ବର(କେନ୍ୟୁଜ୍):  ନିଜ ଟ୍ରକ୍‌ ତଳେ ଚାପି ହୋଇ ଚାଲିଗଲା ମାଲିକଙ୍କ ଜୀବନ। ସମାନ୍ୟ ଅସାବଧାନତା ପାଇଁ ଚାଲିଗଲା ଟ୍ରକ ମାଲିକଙ୍କ ଜୀବନ। ଗତକାଲି ଏଭଳି ଏକ  ମର୍ମନ୍ତୁଦ ଘଟଣା ଘଟିଛି  ରାଜଧାନୀର ପଳାଶୁଣୀ ଛକରେ । ମୃତକ ହେଲେ, ରସୁଲଗଡ଼ର ଟ୍ରକ ମାଲିକ ଅରୁଣ ମଲ୍ଲିକ। ଖବର ପାଇ…