Browsing Tag

PAN and Aadhaar

ଆଜି ସରୁଛି ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ଅବଧି, ନକରିଥିଲେ ଆସନ୍ତାକାଲିଠୁ ଦେବାକୁ ପଡିବ ୧୦୦୦ ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ଆଜି ସରୁଛି ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ଅବଧି । ଆଜି ମଧ୍ୟରେ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ କରିବାକୁ ପଡିବ । ନ ହେଲେ ଦେବାକୁ ପଡିବ ୧୦୦୦ ଟଙ୍କା ଫାଇନ୍‌ । ଆସନ୍ତାକାଲିଠୁ ଏହି ଫାଇନ୍‌ ଦେବାକୁ ହେବ । ଲିଙ୍କ୍‌ ହୋଇନଥିଲେ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯିବ । ୫୦…