Browsing Tag

Panchamrut

ପଞ୍ଚାମୃତ ଈଶ୍ୱରଙ୍କୁ ପ୍ରସନ୍ନ କରିବା ସହିତ ଆପଣଙ୍କ ଭାଗ୍ୟକୁ ବି ଚମକାଇ ଦେବ, ଜାଣନ୍ତୁ ୧୦ଟି ଫାଇଦା

ହିନ୍ଦୁ ଧର୍ମରେ ଅଧିକାଂଶ ଶୁଭ କାର୍ଯ୍ୟରେ ପଞ୍ଚାମୃତ ବ୍ୟବହାର କରାଯାଇଥାଏ। ଏହାକୁ ଦୁଧ, ଦହି, ଘିଅ, ଚିନି ଓ ମହୁର ମିଶ୍ରଣରେ ପ୍ରସ୍ତୁତ କରାଯାଏ। କିନ୍ତୁ କ'ଣ ଆପଣ ଜାଣନ୍ତି କି, ପଞ୍ଚାମୃତରେ ମିଶୁଥିବା ଏହି ୫ଟି ଜିନିଷ ଈଶ୍ୱରଙ୍କୁ ପ୍ରସନ୍ନ କରିବା ସହିତ ଆପଣଙ୍କ ଭାଗ୍ୟକୁ ମଧ୍ୟ…