Below header
Browsing Tag

Pandit Shiv Kumar Sharma

ହୃଦ୍‌ଘାତରେ ଚାଲିଗଲେ ପ୍ରସିଦ୍ଧ ସଙ୍ଗୀତକାର ପଣ୍ଡିତ ଶିବ କୁମାର ଶର୍ମା, ସନ୍ତୁରକୁ ଘରେ ଘରେ କରାଇଥିଲେ ପରିଚିତ

ଆଉ ନାହାନ୍ତି ପ୍ରସିଦ୍ଧ ସନ୍ତୁର ବାଦକ ତଥା ଭାରତୀୟ ସଙ୍ଗୀତକାର ପଣ୍ଡିତ ଶିବ କୁମାର ଶର୍ମା। ମଙ୍ଗଳବାର ତାଙ୍କର ମୁମ୍ବାଇରେ ଦେହାନ୍ତ ଘଟିଛି। ସେ ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଶିବ କୁମାର ଶର୍ମାଙ୍କ ନିଧନରେ ପୂରା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ପଣ୍ଡିତଙ୍କ…