Browsing Tag

paneer price

ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍, ଜାଣନ୍ତୁ କେତେ ହେବ ମହଙ୍ଗା

ଭୁବେନଶ୍ୱର(କେନ୍ୟୁଜ୍‌): ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍।  ପହିଲାରୁ ରାଜଧାନୀ ଭୁବନେଶ୍ୱରରେ  ଛେନା ଓ ପନିର ଦାମ୍‌ ବୃଦ୍ଧି ପାଇବ।  ଛେନା କିଲୋ ପିଛା  ୧୮୦ ଟଙ୍କା ଏବଂ  ପନିର୍‌ କିଲୋ ପିଛା  ୨୫୦ ଟଙ୍କାରେ ବିକ୍ରି ହେବ।  ଏନେଇ ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ…