Browsing Tag

passenger bus

ପୀତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜାତୀୟ ରାଜପଥ ପୀତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ଭୁବନେଶ୍ବରରୁ ଆସ୍କା ଯାଉଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ପାଖାପାଖି ୧୦ ଯାତ୍ରୀ ଆହତ ସୂଚନା ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ପାଖାପାଖି ୫୦…

ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୪ ଯାତ୍ରୀ ଆହତ

ଆନନ୍ଦପୁର: ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଘଷିପୁରା NH-20 କୋଳିମାଟି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ । ତେବେ ଭୁବନେଶ୍ବର ଚମ୍ପୁଆ ଅଭିମୁଖେ ଯାଉଥିବା ବେଳେ ଟ୍ରଲର…

ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଅଧିକ ଯାତ୍ରୀ ଆହତ

ରାଇରଙ୍ଗପୁର : ରାଇରଙ୍ଗପୁର : ଓଲଟିଲା ଯାତ୍ରୀବାହୀ ବସ୍‌ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ…

ଖସିଲା ଯାତ୍ରୀବାହୀ ବସ: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ; ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟର ଫେରାର

ବାଲୁଗାଁ: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥର ନୂଆଗଡ଼ ଛକ ନିକଟରେ ରାସ୍ତା ତଳକୁ ଖସିଛି ବସ ।  ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ବାଲୁଗାଁ ପହଞ୍ଚିିବା ପୂର୍ବରୁ ନୂଆଗଡ ଛକ ପାଖରେ…

ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୩୦ରୁ ଅଧିକ ଆହତ

ନୟାଗଡ଼: ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍, ଜଣେ ମୃତ ୩୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ଼ର ନୂଆଗାଁ ଥାନା ସୋରଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜୟ ମା’ ତାରିଣୀ ବସ୍ ରାଇକିଆରୁ ଭୁବନେଶ୍ବର ଆସିବା ସମୟରେ ନୂଆ ଗାଁ ଥାନା ସୋରଡା ଛକରେ ଏହି ଦୁର୍ଘଟଣା ଘଟିଛି ।  ଆହତଙ୍କ ମଧ୍ୟରେ…

କଲେଜ ବସ୍ କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ , ୧୦ ଛାତ୍ରୀ ଆହତ

କଟକ : ସକାଳୁ ସକାଳୁ ସଡ଼କ ଦୁର୍ଘଟଣା । କଲେଜ ବସ୍ କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୮ ରୁ ଅଧିକ ଛାତ୍ରୀ ଆହତ। କଟକ ଖାନନଗର ଗୋଲେଇ ଛକ ନିକଟରେ ଏକ ଘରୋଇ କଲେଜ ବସ୍ କୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍ । କଲେଜ ବସ୍ ରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଛାତ୍ରୀ ଥିଲେ । ପ୍ରାୟ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୨୦ଫୁଟ ତଳକୁ ଖସିପଡିଲା ଉଭୟ ଗାଡି

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ ।  ଦୁର୍ଘଟଣା ପରେ ଉଭୟ ଟ୍ରକ ଓ ବସ୍ ରାସ୍ତାରୁ ୨୦ଫୁଟ ତଳକୁ ଏକ ବିଲରେ ଖସିପଡିଛନ୍ତି । ଏହି ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଆହତ ହୋଇଥିବା ବେଳ…

ଗଞ୍ଜେଇ ଖୋଜୁଖୋଜୁ ବସ୍‌ରୁ ଯାତ୍ରୀଙ୍କ ନିକଟ ମିଳିଲା ୪ ପେଟି ଟଙ୍କା, ଜଣେ ଅଟକ

କଟକ (କେନ୍ୟୁଜ): ବିପୁଳ ପରିମାଣରେ ଟଙ୍କା ଜବତ। ବସ୍‌ରୁ ଜଣେ ଯାତ୍ରୀଙ୍କ ନିକଟରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଚଢ଼ାଉ ବେଳେ ୪ଟି ପ୍ୟାକେଟ ବାହାରିଥିଲା । ଗଞ୍ଜେଇ ଓ ଡ୍ରଗ୍ସ କାରବାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ। ଏଥିରେ ଜଣେ ଅଟକ ହୋଇଛି। କୋଲକାତା ଯାଉଥିବା ଘରୋଇ ବସ୍‌ରୁ ବିପୁଳ…