Below header
Browsing Tag

patha utsav

ରାଜରାସ୍ତାରେ ଜମୁଛି ପଥୋତ୍ସବ, ଶୀତୁଆ ସକାଳରେ ମଜା ନେଲେ ରାଜଧାନୀ ବାସୀ

ଭୁବନେଶ୍ୱର (କେନ୍ୟୁଜ): ଶୀତୁଆ ସକାଳ ସହ ପଥ ଉତ୍ସବର ମଜା ନେଲେ ରାଜଧାନୀ ବାସୀ । ଚଳିତ ସପ୍ତାହରେ ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡାଠାରୁ ମଧୁସୂଦନ ପାର୍କ ପର୍ଯ୍ୟନ୍ତ ଚାଲିଥିଲା ପଥୋତ୍ସବ । ଏଥର ଥିମ୍ ରହିଥିଲା ଆମ ସହର ଆମ ରାସ୍ତା । ଜମିଥିଲା ନାଚ, ଗୀତ ସହ ବିଭିନ୍ନ ପ୍ରକାର ଆକ୍ଟିଭିଟି…

ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଚ, ଗୀତରେ ଦୁଲୁକୁଛି ରାଜପଥ

ଭୁବନେଶ୍ବର (କେନ୍ୟୁଜ): ପୁଣି ଫେରିଲା ପଥୋତ୍ସବ । ଭୁବନେଶ୍ବରରେ ଆଜିଠୁ ପାଳିତ ହେଉଛି ପଥୋତ୍ସବ । ନୂଆ ରଙ୍ଗ ଓ ରୂପରେ ଶୀତକୁ ସ୍ବାଗତ କରି ରାଜଧାନୀକୁ ଫେରିଛି ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ଲାଗିଛି ଭିଡ । ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିଥିବା ବେଳେ…

ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହୋଇଛି ପଥୋତ୍ସବ

ପୁରୀ(କେନ୍ୟୁଜ୍): ପୁରୀରେ ପଥୋତ୍ସବ। ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ। ଏହି ଉତ୍ସବରେ ସାମିଲ ହୋଇଛନ୍ତି ପୁରୀର ବିଭିନ୍ନ ସଂଗଠନ, ସ୍ୱେଚ୍ଛାସେବ, କଳାକାର ଓ ପ୍ରଶାସନିକ ଅଧିକାରୀ। ଭଜନ, ସଂକୀର୍ତ୍ତନ, ଝୋଟି ଓ ଚିତ୍ରାଙ୍କନରେ ଝଲସିଛି ବଡ଼ଦାଣ୍ଡ। ସମସ୍ତଙ୍କ ମନରେ…

ପଥୋତ୍ସବର ମଜା ନେଉଛନ୍ତି ଆବାଳବୃଦ୍ଧବନିତା

ଭୁବନେଶ୍ବର (କେନ୍ୟୁଜ୍) : ରବିବାର ସକାଳୁ ସକାଳୁ ସାଂସ୍କୃତିକ କାର‌୍ୟ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ପ୍ରତିଯୋଗିତରେ ସାମିଲ ହେଉଛନ୍ତି କୁନି କୁନି ପିଲାଙ୍କଠାରୁ ବୟସ୍କ । ଯାହାର ଢେର ମଜା ଉଠାଇଛନ୍ତି ଭୁବନେଶ୍ୱରବାସୀ । ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ଛକ ପର‌୍ୟ୍ୟନ୍ତ…

ରାଜଧାନୀ ରାଜରାସ୍ତାରେ ଜମୁଛି ପଥୋତ୍ସବ : ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

 ଭୁବନେଶ୍ବର (କେନ୍ଯୁଜ୍) : ରାଜଧାନୀ ରାଜରାସ୍ତାରେ ଜମୁଛି ପଥୋତ୍ସବ । ରବିବାର ସକାଳୁ ସକାଳୁ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ପ୍ରତିଯୋଗିତରେ ସାମିଲ ହୋଇଥିଲେ କୁନି କୁନି ପିଲାଙ୍କଠାରୁ ବୟସ୍କ । ଯାହାର ଢେର ମଜା ଉଠାଇଛନ୍ତି ଭୁବନେଶ୍ୱରବାସୀ । ମାଷ୍ଟର…