ପଥୋତ୍ସବର ମଜା ନେଉଛନ୍ତି ଆବାଳବୃଦ୍ଧବନିତା

ଭୁବନେଶ୍ବର (କେନ୍ୟୁଜ୍) : ରବିବାର ସକାଳୁ ସକାଳୁ ସାଂସ୍କୃତିକ କାର‌୍ୟ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ପ୍ରତିଯୋଗିତରେ ସାମିଲ ହେଉଛନ୍ତି କୁନି କୁନି ପିଲାଙ୍କଠାରୁ ବୟସ୍କ । ଯାହାର ଢେର ମଜା ଉଠାଇଛନ୍ତି ଭୁବନେଶ୍ୱରବାସୀ । ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ଛକ ପର‌୍ୟ୍ୟନ୍ତ ନନଷ୍ଟପ୍ ମଜା ଉଠାଇଥିଲେ ସମସ୍ତେ ।

pathautsav

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.