Below header
Browsing Tag

Pawan Kalyan

ପୁରୁଣା ଫିଲ୍ମ ରି-ରିଲିଜ କରିବା ହଲ୍‌ ମାଲିକଙ୍କୁ ପଡିଲା ମହଙ୍ଗା, ନିଆଁ ଲଗାଇଦେଲେ ଫ୍ୟାନ୍ସ

ସାଉଥ ସୁପରଷ୍ଟାର ପଓ୍ଵନ କଲ୍ୟାଣଙ୍କ ଫିଲ୍ମ ‘କ୍ୟାମେରାମ୍ୟାନ୍‌ ଗଙ୍ଗାଥୋ ରାମବାବୁ’ କୁ ଆଉ ଥରେ ଫିଲ୍ମରେ ରିଲିଜ କରିବା ହଲ୍‌ ମାଲିକକୁ ମହଙ୍ଗା ପଡିଛି । ଫିଲ୍ମର ଏମିତି କ୍ରେଜ ଥିଲା ଯେ ଫ୍ୟାନ୍ସ ସିନେମା ହଲ୍ରେ ନିଆଁ ଲଗାଇଦେଲେ । କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ଡେଇଁଲେ ।…

ସୁପରଷ୍ଟାର ପବନ କଲ୍ୟାଣଙ୍କୁ ରୋକିଲା ପୋଲିସ୍, ରାସ୍ତା ଉପରେ ଶୋଇ ଦେଲେ ଧାରଣା

ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ବନ୍ଦ ଡାକରା ଦିଆଯାଇଛି । ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫକୁ ବିରୋଧ କରିଥିବାରୁ ସୁପରଷ୍ଟାର ପବନ କଲ୍ୟାଣଙ୍କୁ ରୋକିଲା ଆନ୍ଧ୍ର ପୋଲିସ୍ । ଯାହାର ପ୍ରତିବାଦରେ ରାସ୍ତା ଉପରେ ଶୋଇଲେ ପାୱାର ଷ୍ଟାର । ଏହାପରେ…

ପବନ କଲ୍ୟାଣଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ବାହୁବଲୀର ଭଲ୍ଲାଲଦେବ, ଦେଖନ୍ତୁ ପ୍ରଥମ ଝଲକ୍‌

ଏକାଠି ନଜର ଆସିବେ ସାଉଥ୍‌ ଷ୍ଟାର ପବନ କଲ୍ୟାଣ ଓ ରାଣା ଦଗୁବତୀ। ପବନ କଲ୍ୟାଣ ଓ ରାଣା ଦଗୁବତୀଙ୍କ ଆଗାମୀ ଫିଲ୍ମର ଫାଇନାଲ ଟାଇଟଲ ଘୋଷିତ ହୋଇଛି। ଏହି ଫିଲ୍ମର ନାଁ ରହିଛି ‘ଭୀମ୍‌ଲା ନାୟକ’। ରବିବାର ଦିନ ଫିଲ୍ମ ନିର୍ମାତା ଏହାର ପ୍ରଥମ ଝଲକ୍‌ ସେୟାର କରିଛନ୍ତି। ଟିଜରରେ ପବନ ଓରଫ୍‌…

ବକ୍ସ ଅଫିସରେ ଧମାଲ କରୁଛି ପବନ କଲ୍ଯାଣଙ୍କ ଫିଲ୍ମ ‘ବକିଲ ସାବ୍’, ଗୋଟେ ଦିନରେ ଆୟ କଲା ୪୦ କୋଟି

ସାଉଥ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପବନ କଲ୍ଯାଣ ବଡ ପରଦାରେ ଜବରଦସ୍ତ କମବ୍ଯାକ୍ କରିଛନ୍ତି। ପବନ କଲ୍ଯାଣଙ୍କ ଅଭିନୀତ ଫିଲ୍ମ ‘ବକିଲ ସାବ’ ବକ୍ସ ଅଫିସରେ ବେଶ୍ ଧମାଲ କରୁଛି। ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟି ଟଙ୍କା ଆୟ କରିସାରିଲାଣି। ଜନକଲ୍ଯାଣ ପାର୍ଟିର ପ୍ରମୁଖ ରୂପେ ରାଜନୈତିକ କ୍ଯାରିଅର…

ଫିଲ୍ମ ଟ୍ରେଲର ଦେଖିବା ପାଇଁ ଥିଏଟରର କାଚ ଭାଙ୍ଗିଦେଲେ ପୱନ କଲ୍ଯାଣଙ୍କ ଫ୍ଯାନ, କ୍ଯାମେରାରେ କଏଦ ହେଲା ଦୃଶ୍ୟ

ତେଲୁଗୁ ସୁପରଷ୍ଟାର ପଓ୍ଵନ କଲ୍ୟାଣଙ୍କ ପାଇଁ ଫ୍ୟାନ୍ସଙ୍କ କ୍ରେଜ। ଫିଲ୍ମ ଟ୍ରେଲର ଦେଖିବାକୁ ଥିଏଟର କାଚ ଭାଙ୍ଗିବା ସହ ଜଣଙ୍କ ଉପରେ ଜଣେ ଚଢି ଥିଏଟରକୁ ପ୍ରବେଶ କରିଥିଲେ ଫ୍ୟାନ୍ସ। ସେହି ସମୟର ଦୃଶ୍ୟ କ୍ଯାମେରାରେ କଏଦ ହୋଇଛି । ଏଥିରେ ବହୁ ଲୋକ ଆହତ ହୋଇଛନ୍ତି। ହୋଲି ଅବସରରେ ରିଲିଜ…