କାହିଁକି ମହିଳାଙ୍କ ଠାରେ ଦେଖାଯାଏ ପିସିଓଡି ସମସ୍ୟା, ଜାଣନ୍ତୁ ଏହାର ତୁରନ୍ତ ନିରାକରଣ
ବେଳେବେଳେ ହରମୋନରେ ପରିବର୍ତ୍ତନ ଯୋଗୁଁ ଯୁବକଯୁବତୀମାନେ ଅନେକ ରୋଗର ଶିକାର ହୁଅନ୍ତି। ଯେପରିକି ପୁଅମାନଙ୍କ କ୍ଷେତ୍ରରେ ମେଦବହୁଳତା,ଚିନ୍ତାଗ୍ରସ୍ତତା ଏବଂ ଚିଡ଼ଚିଡ଼ାପଣ ଏକ ସାଧାରଣ ସମସ୍ୟା ହୋଇଥାଏ। ସେହିପରି ଝିଅମାନଙ୍କର ହରମୋନାଲ ପରିବର୍ତ୍ତନ ଯୋଗୁଁ ସଂକ୍ରମଣର ଆଶଙ୍କା ଅଧିକ…