Below header
Browsing Tag

pds

ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ପିଡିଏସ ଚାଉଳ, ୨ କର୍ମଚାରୀ ଅଟକ

ଜଙ୍ଗଲରେ ବସ୍ତା ବସ୍ତା ପିଡିଏସ ଚାଉଳକୁ ନେଇ ଚାଲିଛି ଚର୍ଚ୍ଚା। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତା ପଡ଼ି ରହିଥିଲା। ପାଖାପାଖି ୩୦ ରୁ ଅଧିକ ପିଡିଏସ୍ ଚାଉଳ ବସ୍ତାକୁ ଗୋଟିଏ ସ୍ଥାନରେ ନରଖି ବିଭିନ୍ନ ସ୍ଥାନରେ ଲୁଚାଯାଇଥିଲା।…

ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌, ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ସାମଗ୍ରୀ

କଟକ: କରୋନା ଯୋଗୁ ଆରମ୍ଭ ହୋଇଛି ପିଡିଏସ୍‌ ସାମଗ୍ରୀ ବଣ୍ଟନ। ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌। ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ଏହି ପିଡିଏସ୍‌ ସାମଗ୍ରୀ । ରାଜ୍ୟରେ ପିଡିଏସ ସାମ୍ରଗୀ ଅଗ୍ରୀମ ତିନିମାସ ପାଇଁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା…

‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆଣିବେ ମୋଦି ସରକାର

କେନ୍ଦ୍ର ସରକାର ଅତିଶୀଘ୍ର ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି 'ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ' ଯୋଜନା।  ଏହା…