ଓଡିଶାରେ ବଢିଛି ମୁଣ୍ଡ ପିଛା ଋଣ, ବିଧାନସଭାରେ ତଥ୍ୟ ରଖିଲେ ଅର୍ଥମନ୍ତ୍ରୀ
କେନ୍ୟୁଜ୍(ବ୍ୟୁରୋ): ଓଡିଶା ଏବେ ଋଣ ଭାରରେ ଉବୁଟୁବୁ। ମୁଣ୍ଡ ପିଛା ବଢିଛି ଋଣ ଭାର। ଏହି ତଥ୍ୟ ଦଇେଛନ୍ତି ଖୋଦ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ। ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀଙ୍କ ପ୍ରଶ୍ନ…