Browsing Tag

petro hike

ବେଲଗାମ୍ ତୈଳ ଦର, ଆସନ୍ତାକାଲି ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(କେନ୍ଯୁଜ୍): ଥମୁନି ପେଟ୍ରୋଲ ତାତି, ବଢିଚାଲିଛି ଦର। ଭୁବନେଶ୍ୱରରେ ୮୦ଛୁଇଁଲା କଣ୍ଟା। ପେଟ୍ରୋଲ ଲିଟର ୮୦ଟଙ୍କା ୧୮ପଇସା ଓ ଡିଜେଲ ୭୯ଟଙ୍କା ୮୦ପଇସାରେ ପହଞ୍ଚିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଓ ଡିଜେଲ ୨୨ ପଇସା…