ବ୍ୟାନ ହେବନି ପେଟ୍ରୋଲ ଓ ଡିଜେଲ କାର, ସରକାରଙ୍କର ସେଭଳି କୌଣସି ପ୍ରସ୍ତାବ ନାହିଁ : ନୀତିନ ଗଡ଼କରୀ
ବ୍ୟାନ ହେବନି ପେଟ୍ରୋଲ ଓ ଡିଜେଲ କାର। ସରକାରଙ୍କର ସେଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଦେଶର ରପ୍ତାନୀ ଏବଂ ନିଯୁକ୍ତି କ୍ଷେତ୍ରରେ ଅଟୋ ମୋବାଇଲ ଶିଳ୍ପର ଅବଦାନ କେତେ ସେ ସଂପର୍କରେ ସରକାର ସଚେତନ ଅଛନ୍ତି। ୪…