Below header
Browsing Tag

petrol pump raid

କଟକ ଜଗତପୁର ପେଟ୍ରୋଲ ପମ୍ପରେ ଫ୍ଲାଇଂ ସ୍କ୍ଵାଡର ଚଢ଼ାଉ, ୧୦ ଲକ୍ଷ ଟଙ୍କା ଜବତ

କଟକ(କେନ୍ୟୁଜ୍) : ପେଟ୍ରୋଲ ପମ୍ପରେ ରେଡ୍‌। କଟକ ଜିଲ୍ଲା ଜଗତପୁର ଖଇରା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଚଢ଼ାଉ କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ୍‌। ଏତିକିବେଳେ ପ୍ରାୟ ୧୦ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି। କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପରେ ଏତେ ଟଙ୍କା ରଖାଯାଇଥିଲା ସେନେଇ…