ପୁରୁଣା ପିଏଫ ରାଶିକୁ ନୂଆ ଖାତାକୁ କିପରି କରିବେ ଟ୍ରାନ୍ସଫର, ଜାଣନ୍ତୁ ପୁରା ପ୍ରକ୍ରିୟା
ସାଧାରଣତଃ ପୁରୁଣା ଚାକିରିରୁ ନୁଆ ଚାକିରିକୁ ବଦଳି କଲାବେଳେ ପିଏମ ଫଣ୍ଡକୁ ନେଇ ଅନେକ ସମସ୍ୟା ଦେଖାଯାଇଥାଏ । ପୁରୁଣା କମ୍ପାନୀର ପିଏମ ଫଣ୍ଡର ଟଙ୍କାକୁ ଟ୍ରାନ୍ସଫର କରିବାରେ ଅସୁବିଧା ହୋଇଥାଏ । କିନ୍ତୁ ବର୍ତ୍ତମାନ ଏକ ନୂଆ ଉପାୟ ଦ୍ୱାରା ପୁରୁଣା ପିଏଫ ଫଣ୍ଡର ବଳକା ଟଙ୍କାକୁ ଖୁବ୍ ସହଜରେ…