BHU ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ପ୍ରଫେସର ପଦବୀ ପାଇଁ କରନ୍ତୁ ଆବେଦନ
ବନାରସ ହିନ୍ଦୁ ୟୁନିଭରସିଟିରେ ଚାକିରି କରିବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ନିଯୁକ୍ତି ଗ୍ରହଣ କରାଯାଉଛି । ଆପଣ ଯଦି ଇଚ୍ଛୁକ ତେବେ ତୁରନ୍ତ ଆବେଦନ କରନ୍ତୁ । ଏଥିପାଇଁ ଆପଣଙ୍କୁ ୟୁନିଭରିଟିର ଅଫିସିଆଲ ୱେବସାଇଟ bhu.ac.in କୁ ଯାଇ…