Below header
Browsing Tag

philippines news viral

ମାଡ଼ି ଆସିଲା ଭୟଙ୍କର ତୋଫାନ…ଫ୍ରିଜ୍‌ ଭିତରେ ପଶିଗଲା ୧୧ ବର୍ଷର ବାଳକ! ଆଉ ତା’ପରେ ଯାହା ହେଲା ନିଜେ ହିଁ ଜାଣି…

ଫିଲିପାଇନ୍ସରୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ୧୧ ବର୍ଷର ଜଣେ ବାଳକ ପୂରା ୨୦ ଘଣ୍ଟା କାଳ ଫ୍ରିଜ୍‌ ଭିତରେ ପଶି ରହିଥିଲେ। ଆଉ ଏଥିଯୋଗୁ ସେ ଭୟଙ୍କର ତୋଫାନ ଓ ଭୂସ୍ଖଳନରୁ ରକ୍ଷା ପାଇଯାଇଛନ୍ତି। ରିପୋର୍ଟ ମୁତାବକ, ବାଳକଙ୍କ ନାମ ସିଜେ ଜ୍ୟାସ୍‌ମେ। କିଛି ଦିନ ତଳେ ସେ ନିଜ ପରିବାର…

କର୍ମଚାରୀଙ୍କୁ ଖୁଚୁରା ବେତନ ଦେବାରୁ ପରମିଟଙ୍କୁ କରାଗଲା ନିଲମ୍ବିତ, ଖବର ହେଲା ଭାଇରାଲ

ଡିଜିଟାଲ ଯୁଗରେ ଫିଲିପାଇନ୍ସର ଭେନେଜୁଏଲାରେ କାରଖାନା କର୍ମଚାରୀଙ୍କୁ ଲାଗିଲା ଝଟକା । ଯେବେ ସେମାନେ ନୋଟ ବଦଳରେ ଚିଲର ବା ଖୁଚୁରା ଟଙ୍କା ଭରା ପ୍ଲାଷ୍ଟିକ ବ୍ୟାଗ ଦରମା ଆକାରରେ ପାଇଲେ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି…