Below header
Browsing Tag

phool aur kante

“ଫୁଲ ଔର କାଣ୍ଟେ”ର ରିମେକ କରିବାକୁ ଅଣ୍ଟା ଭିଡିଛନ୍ତି ଅଜୟ ଦେବଗନ, ଜାଣନ୍ତୁ କଣ କହୁଛନ୍ତି

ସମସ୍ତେ ଜାଣନ୍ତିଯେ ଅଜୟ ଦେବଗନ ୧୯୯୧ ମସିହାରେ ଫିଲ୍ମ "ଫୁଲ ଓ କାଣ୍ଟେ " ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ସମୟରେ "ଫୁଲ ଓ କାଣ୍ଟେ" ଖୁବ ହିଟ ମଧ୍ୟ ହୋଇଥିଲା । ଖାଲି ଅଜୟ ନୁହନ୍ତି ଏହି ଫିଲ୍ମ ଅକ୍ଷୟ କୁମାରଙ୍କୁ ବି ଏକ ନୂଆ ପରିଚୟ ଦେଇଥିଲା । ସୁପର ହିଟ ହେବା ସହ ଅଜୟଙ୍କୁ ଏହି…