ବାହାଘରରେ ଖାଇବାକୁ ମନା କରିବାରୁ ରାଗରେ ବର ସାମ୍ନାରେ ହିଁ ସବୁ ଫଟୋ ଡିଲିଟ୍ କରି ଦେଲେ ଫଟୋଗ୍ରାଫର
ବାହାଘରର ଫଟୋ ଉଠାଇବାକୁ ଯାଇଥିବା ଫଟୋଗ୍ରାଫରକୁ ଖାଇବାକୁ ନ ଦେବାରୁ ବର ସାମ୍ନାରେ ହିଁ ସେ ସବୁ ଫଟୋ ଡିଲିଟ୍ କରିଦେଇଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ଖବର ସାମ୍ନାକୁ ଆସିବା ପରେ ଫଟୋଗ୍ରାଫର କାହିଁକି ଏମିତି କଲେ ବୋଲି ଲୋକେ ତାଙ୍କ ଠାରୁ ଜାଣିବାକୁ…