Below header
Browsing Tag

PhulwamaAttack

ପୁଲୱାମା ସହିଦ ପରିବାର ପାଇଁ ଏହି ବ୍ୟକ୍ତି ୬ଦିନରେ ଜମାକଲେ ୬ କୋଟି ଟଙ୍କା , ଏବେ ଲୋଡୁଛନ୍ତି ଭାରତ ସରକାରଙ୍କ…

ପୁଲୱାମା ଆତଙ୍କୀ ଆକ୍ରମଣ ସାରା ଦେଶକୁ ଏକ କରିଛି। ଖାଲି ଦେଶ ମଧ୍ୟରେ ନୁହଁ ବିଦେଶ ତଥା ଦୁନିଆର କୋଣକୋଣରେ ରହୁଥିବା ଭାରତୀୟ ସହିଦଙ୍କ ପରିବାର ପାଇଁ ଏକଜୁଟ ହୋଇଛନ୍ତି। ଏନେଇ ଆଗକୁ ତାଙ୍କ ପରିବାରକୁ କୌଣସି ଅଭାବ ନହେବ ସେଥିପାଇଁ ସବୁ ବର୍ଗରୁ ସହାୟତା ରାଶି ଯୋଗାଡ କରାଯାଉଛି। ଏହିପରି ଏକ…

ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଗତ ୧୪ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି। ପୁଲଓ୍ବାମାର ପିଙ୍ଗଲାନରେ ଲୁଚି ରହିଥିବା ଘରକୁ ଉଡାଇଛନ୍ତି ସେନା। ଏଥିରେ ମାଷ୍ଟରମାଇଣ୍ଡ ଗାଜି ରସିଦ୍ ଓ କାମରାନ୍ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲିଠାରୁ ଜମ୍ମୁକାଶ୍ମୀର ପୁଲଓ୍ବାମା…

ବ୍ୟର୍ଥ ଯିବନି ସହିଦଙ୍କ ବଳିଦାନ, ଧୈର‌୍ୟ୍ୟ ଧର : କହିଲେ ପ୍ରଧାନମନ୍ତ୍ରୀ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଏକଥା ପୁଣି ଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ସଂଗଠନ ଯେତେ ଲୁଚିବାକୁ ଚେଷ୍ଟା କଲେ ବି ଦଣ୍ଡ ଅବଶ୍ୟ ମିଳିବ। ସୁରକ୍ଷାବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାରା ଦେଶ ଏକାଠି, ଏକ ପ୍ରକାର ମତ ରଖୁଛନ୍ତି ରାଜନୈତିକ ଦଳ

ପୁଲୱାମା ଆକ୍ରମଣକୁ ନେଇ, ସାରା ଦେଶରେ ଏକ ସମ୍ବେଦନଶୀଳ ସ୍ଥିତି । କ୍ଷୋଭ ଓ କ୍ରୋଧର ବାତାବରଣ । ସାରାଦେଶ ଏକଜୁଟ୍ । ଏକାଠି ଏକ ପ୍ରକାର ମତ ରଖୁଛନ୍ତି ରାଜନୈତିକ ଦଳ । ଆଜି ବସିଥିଲା ସର୍ବଦଳୀୟ ବୈଠକ । ସୀମା ପାର ଆତଙ୍କବାଦକୁ ନିନ୍ଦା କରି ପ୍ରସ୍ତାବ ଗୃହୀତ ହେଲା । ପଡ଼ୋଶୀ ଦେଶ କଥା…

ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ, ଝୁରୁଛି ତାଙ୍କ ଗାଁ ଦାଣ୍ଡ

ଭୁବନେଶ୍ବର (କେନ୍ୟୁଜ୍) : ଆତଙ୍କବାଦୀ ଆକ୍ରମଣରେ ସହିଦ ଜଗତସିଂହପୁର ଜିଲ୍ଲା ଶିଖର ଗାଁର ପ୍ରସନ୍ନ କୁମାର ସାହୁଙ୍କ ପରିବାରରେ ଶୋକାକୁଳ ପରିବେଶ। ପୂରା ଗାଁ ଅପେକ୍ଷା କରିଛି ବୀର ପୁତ୍ରକୁ। ପ୍ରସନ୍ନଙ୍କୁ ଝୁରୁଛି ଶିଖର ଗାଁ। ଗତକାଲି ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ…

ବୀର ଯବାନଙ୍କୁ ସଲାମ, ଓଡ଼ିଶାରେ ପହଞ୍ଚିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଓଡିଆ ଯବାନଙ୍କ ପାର୍ଥିବ ଶରୀର । ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରା ସହିଦ ହୋଇଥିଲେ। ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କ ପାର୍ଥିବ ଶରୀରକୁ…

ଭାରତ ପାକିସ୍ତାନ ଉପରେ କାହିଁକି କରେ ନାହିଁ ଆକ୍ରମଣ, କାରଣ ଜାଣି ହେବେ ଚକିତ

ପାକିସ୍ତାନ ଭାରତ ଉପରେ ସବୁବେଳେ ପ୍ରଥମତଃ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ଏପରି ମଧ୍ୟ ଦେଖାଯାଇଛି ପାକିସ୍ତାନ ବିଭିନ୍ନ ଆକ୍ରମଣ କରି ବାରମ୍ବାର ଭାରତକୁ ଯୁଦ୍ଧ ପାଇଁ ଉସକାଉଛି। କିନ୍ତୁ ଯେତେଯାହା ହେଲେ ମଧ୍ୟ ଭାରତ ଆଜି ଯାଏଁ କିଛି ପ୍ରତିକ୍ରିୟା ରଖିନାହିଁ। ଏହି ପ୍ରଶ୍ନ ସବୁବେଳେ…