ପାରା ପ୍ରେମରେ ଯୁବକ, ନିଜ ପକେଟରୁ ଖର୍ଚ୍ଚ କରି ସେମାନଙ୍କୁ କରୁଛନ୍ତି ଲାଳନ ପାଳନ
ଆସିକା : ପାରା ପ୍ରେମରେ ପଡିଯାଇଛନ୍ତି ଏଇ ଯୁବକ । ଭୁଲିଯାଇଛନ୍ତି ନିଜ କଥା । ପାରାଙ୍କ ପାଇଁ ସ୍ୱତନ୍ତ୍ର ଘର ନିର୍ମାଣ କରିବା ସହ ନିଜ ପରିବାର ସଦସ୍ୟ ଭଳି ସେମାନଙ୍କୁ କରୁଛନ୍ତି ଲାଳନ ପାଳନ । ପାଳିଛନ୍ତି ବିଭିନ୍ନ ପ୍ରଜାତିର ଧଳା ପାରା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା…