ପାଇଲ୍ସ ରୋଗୀଙ୍କୁ ନର୍ସ ଚଢ଼ାଇଦେଲେ ଭୁଲ ବ୍ଲଡ଼ ଗ୍ରୁପ, ଦେଖୁ ଦେଖୁ ଦେହ ହୋଇଗଲା ସିରିଏସ
ଡାକ୍ତରଖାନରେ ରୋଗୀଙ୍କୁ ବାଉଳାରେ ଚଢ଼ାଇଦେଲେ ଭୁଲ ବ୍ଲଡ଼ ଗ୍ରୁପ । ଦେଖୁ ଦେଖୁ ଦେହ ହୋଇଗଲା ସିରିଏସ । ଅବହେଳାର ଚରମ ସୀମାରେ ପହଞ୍ଚି ଗଲାଣି ଡାକ୍ତରୀ ସେବା ... ଚିକିତ୍ସ ପୂର୍ବରୁ ଯାଞ୍ଚ ନକରି ଏମିତି ଖାମଖିଆଲି ମନୋଭାବ ରଖିବା ଆପଣ କୁହତୁ କେତେଦୂର ଠିକ ? ଏଭଳି ଅଭାବନୀୟ ଘଟଣା ଘଟିଛି…